

ଏଣିକି ଦିଲ୍ଲୀ, ବମ୍ବେ ଓ ଅନ୍ୟାନ୍ୟ ମେଟ୍ରୋ ସହର ପରି ବର୍ତ୍ତମାନ ରାଜ୍ୟ ସରକାର ୨୦୦ ଇ-ବସ୍ ଆଣିବାକୁ ଯାଉଥିବା ବେଳେ ଆଉ ୪୦୦ ଇ-ବସ୍ ପ୍ରଧାନମନ୍ତ୍ରୀଙ୍କ ତରଫରୁ ଓଡ଼ିଶାକୁ ମିଳିବ l ସୂଚନା

ଆସୁଛି ପୁସ୍ତକ ମେଳା ପର୍ବ l ଆସନ୍ତା ୧୪ରୁ ଆରମ୍ଭ ହେବ ରାଜଧାନୀ ପୁସ୍ତକମେଳା l ନଭେମ୍ବର ୨୩ ଯାଏ ଜାରି ରହିବ ପୁସ୍ତକମେଳା l ଚଳିତଥର ସହିଦନଗର ଦୁର୍ଗାପୂଜା ପଡ଼ିଆରେ ଆୟୋଜନ ହେବାକୁ
WhatsApp us