

ସ୍ୱାୟତ୍ତଶାସନ ଦିବସ ଅବସରରେ ଓଡିଶା ସରକାର ବଡ଼ ଘୋଷଣା କରିଛନ୍ତି l ରାଜ୍ଯରେ ପଞ୍ଚାୟତିରାଜ ଓ ସହରାଞ୍ଚଳସ୍ତରରେ ବିକାଶ ପାଇଁ ନୂତନ ଭାବେ ୧୬ଗୋଟି ନୂଆ ଏନଏସି (ବିଜ୍ଞାପିତ ଅଞ୍ଚଳ ପରିଷଦ) ଓ ୭ଗୋଟି

ଓଡ଼ିଶାର ସର୍ବପ୍ରଥମ ପୌରପରିଷଦ ରୂପେ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ପାଳନ କରିଛି ୧୫୮ତମ ସ୍ବାୟତ୍ତ ଶାସନ ଦିବସ l ସ୍ଥାନୀୟ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଖେଳପଡ଼ିଆ ଠାରେ ବିଏମ୍ସି ପକ୍ଷରୁ ଆୟୋଜିତ ସ୍ବାୟତ୍ତ ଶାସନ

ରାଜ୍ୟସ୍ତରୀୟ ସ୍ୱାୟତ୍ତଶାସନ ଦିବସ ପାଳନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ବିଭିନ୍ନ ଜନକଲ୍ୟାଣ ମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି l ଏହି ପରିପ୍ରେକ୍ଷୀରେ ୧୬ଟି ନୂଆ ଏନ୍.ଏ.ସି, ୭ଟି ନୂଆ
WhatsApp us