

ଭାରତରେ କୃଷି କ୍ଷେତ୍ରରେ କାର୍ଯ୍ୟରତ କୋଟିକୋଟି ଚାଷୀଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଦେଶ ସ୍ୱାଧୀନ ହେବା ପରଠୁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି l କିଛି ଦିନ ପୂର୍ବେ ଚାଷୀଙ୍କ ପାଇଁ ଏକ

ଆାଦିବାସୀ ଅଧ୍ୟୁଷିତ ଜିଲ୍ଲା ମାଲାକନଗିରିରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଜନାର ଶୁଭାରମ୍ଭ କରିଛନ୍ତି l ବହୁ ଜଟିଳ ରୋଗର ଉପଚାର ପାଇ ଉପକୃତ ହେବେ ଉପାନ୍ତ ଅଞ୍ଚଳବାସୀ ।

ଓଡ଼ିଶା ସରକାର ୮ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ପାସ୍-ଫେଲ୍ ବ୍ୟବସ୍ଥାକୁ ପୁନର୍ବାର ପ୍ରଚଳନ କରିବାକୁ ଯାଉଛନ୍ତି l ଶିକ୍ଷଣର ମାନ ଏବଂ ଶୈକ୍ଷିକ ଶୃଙ୍ଖଳାକୁ ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାର ସ୍କୁଲଗୁଡ଼ିକରେ ପାସ୍-ଫେଲ୍
WhatsApp us