Explore

Search

January 14, 2026 8:04 am

August 5, 2025 ଖବର

ରାଜ୍ୟର ଅପହଞ୍ଚ ଇଲାକାରେ ହେବ ୮୩୫ଟି ଆଦର୍ଶ ବିଦ୍ୟାଳୟ : ମୁଖ୍ୟମନ୍ତ୍ରୀ

ଓଡ଼ିଶାରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାକୁ ସୁଦୃଢ କରିବା ପାଇଁ ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ଟି ଆଦର୍ଶ ବିଦ୍ୟାଳୟ, ଏହାକୁ ନେଇ ସୂଚନା ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ l

ଓଭାଲରେ ୬ ରନ୍‌ରେ ଇଂଲଣ୍ଡକୁ ହରାଇଲା ଭାରତ

ଗତକାଲି ସଂଘର୍ଷପୂର୍ଣ୍ଣ ମ୍ଯାଚରେ ଓଭାଲରେ ଭାରତ-ଇଂଲଣ୍ଡ ପଞ୍ଚମ କ୍ରିକେଟ ଟେଷ୍ଟରେ ଭାରତ ବିଜୟ ହୋଇଛି l ଏହି ମ୍ୟାଚରେ ମହମ୍ମଦ ସିରାଜ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ୨ଟି ଇନିଂସରେ ୯ଟି ୱିକେଟ ନେଇଛନ୍ତି

ବୁଧବାର ‘ସେଣ୍ଟ୍ରାଲ ବିଷ୍ଟା’ର ନୂଆ ବିଲ୍ଡିଂ କର୍ତ୍ତବ୍ୟ ଭବନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଦେଶର ପ୍ରମୁଖ ପାୱାର କରିଡର ହେବାକୁ ଯାଉଛି କର୍ତ୍ତବ୍ୟ ଭବନ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ସେଣ୍ଟ୍ରାଲ ବିଷ୍ଟା’ର ନୂଆ ବିଲ୍ଡିଂକୁ ଉଦଘାଟନ କରିବେ । ଯାହାର ନାମ କର୍ତ୍ତବ୍ୟ ଭବନ ରହିଛି

ଭରସା ପୋର୍ଟାଲର ଶୁଭାରମ୍ଭ

ମାନ୍ୟବର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଛତ୍ରପୁର ନିର୍ବାଚନମଣ୍ଡଳୀର ଲୋକଙ୍କ ପାଇଁ ନାଗରିକ-କେନ୍ଦ୍ରିକ ଅଭିଯୋଗ ସମାଧାନ ମଞ୍ଚ “ଭରସା ପୋର୍ଟାଲର” ଉନ୍ମୋଚନ କରିଛନ୍ତି l ଛତ୍ରପୁର, ଓଡ଼ିଶା | ୫ ଅଗଷ୍ଟ, ୨୦୨୫: ସ୍ବଳ୍ପ

Live Cricket Score