

ସାମାଜିକ ସୁରକ୍ଷା ଓ ସାମ୍ପ୍ରତିକ ସ୍ଥିତିକୁ ଦେଖି ପେଟ୍ରୋଲ ବିତରଣ ଉପରେ ରାଜ୍ଯସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି l ଏଣିକି ପେଟ୍ରୋଲପମ୍ପ କର୍ମଚାରୀ ଗ୍ରାହକଙ୍କୁ ପ୍ଲାଷ୍ଟିକ ବୋତଲରେ ତେଲ ଦେଇପାରିବ ନାହିଁ ।

ଏନସିଇଆରଟି ପକ୍ଷରୁ ପ୍ରକାଶିତ ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ ‘ଏକ୍ସପ୍ଲୋରିଂ ସୋସାଇଟି: ଇଣ୍ଡିଆ ଆଣ୍ଡ ବିୟଣ୍ଡ”ରେ ଦି କଲୋନିଆଲ ଏରା ଇନ୍ ଇଣ୍ଡିଆ ଚାପ୍ଟରରେ ଓଡ଼ିଶା ପାଇକ ବିଦ୍ରୋହ ବାଦ୍ ପଡ଼ିଥିବା ନେଇ

ଭାରତର ମହାମହିମ ଉପରାଷ୍ଟ୍ରପତି ପଦରୁ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି ଜଗଦୀପ ଧନଖଡ଼ । ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଧନଖଡ଼ ଇସ୍ତଫା ଦେଇଛନ୍ତି
WhatsApp us