Explore

Search

February 28, 2026 1:48 pm

July 9, 2025 ଖବର

ଖୋଲିଲା ବିଶ୍ୱର ପ୍ରଥମ ଜିଆଇ ଷ୍ଟୋର ”ଉତ୍କଳାମୃତ”, ଉଦଘାଟନ କରିଲେ ବାଚସ୍ପତି ସୁରମା ପାଢ଼ୀ

ଭୁବନେଶ୍ୱରରେ ଖୋଲିଲା ବିଶ୍ୱର ପ୍ରଥମ ଜି.ଆଇ ଷ୍ଟୋର। ଭୁବନେଶ୍ୱର ଜନପଥରେ ଖୋଲିଥିବା ଏହି ଷ୍ଟୋର ନାଁ ହେଉଛି ”ଉତ୍କଳାମୃତ”। ବାଚସ୍ପତି ସୁରମା ପାଢ଼ୀ ଏହାକୁ ଉଦଘାଟନ କରିଛନ୍ତି। ସାବତ ଭଉଣୀ ଏହି ଷ୍ଟୋରକୁ ଚଲାଉଛନ୍ତି।

ମହାପ୍ରଭୁଙ୍କ ସମାପ୍ତ ହେଲା ନୀଳାଦ୍ରିବିଜେ, ଆଜିଠୁ ଶ୍ରୀମନ୍ଦିର ଦର୍ଶନ

ଶେଷ ହେଲା ଶ୍ରୀଜୀଉଙ୍କ ନବଦିନାତ୍ମକ ଯାତ୍ରା l ପୁଣି ଅପେକ୍ଷା ଆର ବର୍ଷକୁ l ଗତକାଲି ରାତ୍ରରେ ଶ୍ରୀକ୍ଷେତ୍ରରେ ନୀଳକନ୍ଦରକୁ ଭାଇ ଭଉଣୀଙ୍କ ସହିତ ବିଜେ କରିଛନ୍ତି ମହାପ୍ରଭୁ l ଏଥିସହିତ ଅଭିମାନିନୀ ମା

ପଞ୍ଚମ ଓ ଅଷ୍ଟମ ପିଲାଙ୍କ ପାଇଁ ନୂଆ ନିୟମ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବଦଳିଛି ସ୍କୁଲ ପରୀକ୍ଷା ନିୟମ l ପୂର୍ବରୁ ଚାଲି ଆସୁଥିବା “ସମସ୍ତଙ୍କୁ ପାସ ” ନୀତି ଉପରେ ରୋକ୍ ଲଗାଇଛନ୍ତି ଓଡିଶା ସରକାର l ତେବେ ଏନେଇ

Live Cricket Score