

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାକୁ ନେଇ ଆସିଲା ଗୁରୁତ୍ୱପୂର୍ଣ୍ଣ ସୂଚନା l ଜୁଲାଇ ୧୦ ଯାଏ ୯୮ଟି କେନ୍ଦ୍ରରେ ପରୀକ୍ଷା ଦେବେ ୩୨୩୨ ଛାତ୍ରଛାତ୍ରୀ l ମାଧ୍ୟମିକ ଶିକ୍ଷା ବୋର୍ଡ ୱେବ୍ସାଇଟ୍ରେ ଆଡମିଟ କାର୍ଡ ଉପଲବ୍ଧ

ଇରାନ ଇସ୍ରାଏଲ ଯୁଦ୍ଧକୁ ନେଇ ଯୁଦ୍ଧବିରତି ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ l ୧୨ ଦିନର ଯୁଦ୍ଧ ଶେଷ ବୋଲି ଏକ୍ସ ଆକାଉଣ୍ଟରେ ଆମେରିକା ରାଷ୍ଟ୍ରପତିଙ୍କ ଦାବି l ଏଥିସହିତ ଉଭୟ
WhatsApp us