ଏକ ବର୍ଷର ସଫଳତାର ଝଲକ : ବିକାଶ ମେଳା ୨୦୨୫ June 20, 2025 12:29 pm ଠିକ୍ ଆଜିକୁ ବର୍ଷ ତଳେ ବଦଳିଥିଲା ଓଡିଶା ରାଜନୀତିର ସିଂହାସନ l ରାଜ୍ଯ କ୍ଷମତାର ମଙ୍ଗ ଧରିଥିଲା ଭାରତୀୟ ଜନତା ପାର୍ଟି l ଯାହାର ନେତୃତ୍ବ ନେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l