

ଚଳିତ ବର୍ଷ ହେବ ଜନଗଣନା l ପ୍ରଥମଥର ପାଇଁ ଜାତିଭିତ୍ତିକ ଜନଗଣନା ଅନୁଷ୍ଠିତ ହେବ l ତେବେ ବିଧିବଦ୍ଧ ଭାବେ ଜାରି ହୋଇଛି ଜନଗଣନା ପାଇଁ ଗେଜେଟ୍ ବିଜ୍ଞପ୍ତି l ୨ଟି ପର୍ଯ୍ୟାୟରେ ହେବ

ମହାକୁମ୍ଭ ପରେ ଏଣିକି ଓଡ଼ିଶାରେ ଲାଗିବ ଏଆଇ କ୍ୟାମେରା l ଭୁବନେଶ୍ବର ଉତ୍ତରା ଛକରୁ ପୁରୀ ଯାଏଁ ଲାଗିବ ଏଆଇ କ୍ୟାମେରା l ପୁରୀରୁ କୋଣାର୍କ ଯାଏଁ ରାସ୍ତାରେ ଖଞ୍ଜା ହେବ କ୍ୟାମେରା l

ରାଜ୍ୟରେ ବିଜେପି ସରକାରର ପ୍ରଥମ ବର୍ଷପୂର୍ତ୍ତି ଉପଲକ୍ଷେ ଆସନ୍ତା ୨୦ତାରିଖରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ । ଦିନ ୩ଟା ସୁଦ୍ଧା ଭୁବନେଶ୍ୱର ବିମାନ ବନ୍ଦରରେ
WhatsApp us