

ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀଙ୍କ ଭତ୍ତା ବୃଦ୍ଧି ହୋଇଛି l ୩୧ରୁ ୧୫୦ ଟଙ୍କାକୁ ବଢ଼ିଲା ଦୈନିକ ଡ୍ୟୁଟି ଭତ୍ତା ଏଥିସହ ଟ୍ରେନିଙ୍ଗ ଭତ୍ତା ୨୮ରୁ ୧୪୦ଟଙ୍କାକୁ ବୃଦ୍ଧି ହୋଇଛି ଯାହା ମେ’ ପହିଲାରୁ ପିଛିଲା

ଗାଁଠୁ ସହର ସବୁଠି ଆଜି ଉତ୍ସବର ମାହୋଲ l ପହିଲି ରଜ ଠାରୁ ଆରମ୍ଭ ହୋଇଛି ଏହି ତିନିଦିନିଆ ଉତ୍ସବ l ଘରେ ଘରେ ଜମିଛି ପିଠା ପଣାର ଆସର l ଝିଅବୋହୁମାନେ ସଜେଇ
WhatsApp us