

୭ ମଇ, ୨୦୨୫ ଭାରତ ପାଇଁ ଥିଲା ଏକ ଗୁରୁତ୍ୱପୂର୍ଣ୍ଣ ଦିନ l ପାକିସ୍ତାନ ଏବଂ ପାକ୍-ଅଧିକୃତ କାଶ୍ମୀରରେ ନଅଟି ଆତଙ୍କବାଦୀ-ସଂଯୁକ୍ତ ସ୍ଥାନକୁ ଟାର୍ଗେଟ କରି ଭାରତ ଆପଣାଇଥିଲା “ଅପରେସନ ସିନ୍ଦୂର” ମିଶନ l

ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣାର ପ୍ରତିଶୋଧ ନେଲା ଭାରତ । ଅଧରାତି ଅର୍ଥାତ୍ ରାତି ଗୋଟାଏ ବେଳକୁ ପାକିସ୍ତାନୀ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ମିସାଇଲ୍ ମାଡ଼ l ପାକିସ୍ତାନ ଅଧିକୃତ କାଶ୍ମୀର ଓ ପାକିସ୍ତାନର

ଶତ୍ରୁଙ୍କ ପାଖରୁ ବର୍ତ୍ତିବା ପାଇଁ ନାଗରିକଙ୍କୁ ମିଳିବ ଶିକ୍ଷା l ବୋମା ବର୍ଷଣକୁ ନେଇ କରାଯିବ ମକ୍ ଡ୍ରିଲ୍ । ଅପରାହ୍ନ ୪ଟା ବେଳେ ବାଜିବ ସାଇରନ୍ । ୫ ମିନିଟ ଧରି ବାଜିବ
WhatsApp us