

ବ୍ରହ୍ମପୁର ଆରାଧ୍ୟା ମାଆ ବୁଢ଼ୀ ଠାକୁରାଣୀଙ୍କ ପ୍ରସିଦ୍ଧ ବାର୍ଷିକ ଯାତ୍ରା ପ୍ରାୟତଃ ଶେଷ ପର୍ଯ୍ୟାୟରେ l ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ବ୍ରହ୍ମପୁର ଗସ୍ତ ସମୟରେ ଦେଶୀବେହେରା ସାହି ଅସ୍ଥାୟୀ ମଣ୍ଡପରେ

ଜିଲ୍ଲାର ସର୍ବପୁରାତନ ତଥା ଭୀମପୁର ହାଇସ୍କୁଲର ଶତବାର୍ଷିକୀ ସମାରୋହରେ ଯୋଗଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ଏହାକୁ ଖୁବଶୀଘ୍ର “ଐତିହ୍ୟ ବିଦ୍ୟାଳୟ”ରେ ସାମିଲ କରିବାକୁ ଘୋଷଣା କରିଛନ୍ତି ମୁଖ୍ଯମନ୍ତ୍ରୀ l ନିଜର ଅଭିଭାଷଣରେ

ଓଡ଼ିଶାର ପ୍ରାଣକେନ୍ଦ୍ର ଗଞ୍ଜାମ ଜିଲ୍ଲାରେ ରାଜ୍ୟର ସର୍ବାଧିକ ଶିଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି। ବ୍ରହ୍ମପୁର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜର ବକ୍ତବ୍ୟ ମାଧ୍ୟମରେ ଜିଲ୍ଲାରେ “ଏକଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶରେ
WhatsApp us