ଆଜି ପ୍ରତି ଓଡ଼ିଆ ଘରେ ବିରାଜିତ ଦୋଳଗୋବିନ୍ଦ, ଚାଲିଛି ଅବିର ଖେଳ March 14, 2025 8:57 pm ଆଜି ସାରା ରାଜ୍ୟ ଉତ୍ସବମୁଖର l ହୋଲି ପୂର୍ବରୁ ଏହା ହେଉଛି ପ୍ରଥମ ଆଦ୍ୟ ପର୍ବ l ତେବେ ଏହି ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି