

ମହିଳା ସଶକ୍ତିକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଆକଂକ୍ଷା ନେଇ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦୂରଦୃଷ୍ଟିରେ ଆରମ୍ଭ ହୋଇଥିଲା ସୁଭଦ୍ରା ଯୋଜନା l ଯାହା ମହିଳାମାନଙ୍କ ମଧ୍ୟରେ
ଅନ୍ତର୍ଜାତୀୟ ମହିଳା ଦିବସ ଅବ୍ଯବହିତ ଅବସରରେ ରାଜ୍ୟରେ ଗ୍ରାମଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି l ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ, ବ୍ଲକ ଉନ୍ନୟନ ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ
ଓଡ଼ିଶାର ରତ୍ନ କୋରାପୁଟ ଜିଲ୍ଲା ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଏହା ବିଶ୍ଵବିଦିତ l ସେଥିପାଇଁ ତ ଦାକ୍ଷିଣ ଭାରତର ସୁନାମଧନ୍ୟ ପ୍ରଯୋଜକ ରାଜାମୌଲିଙ୍କ ପରବର୍ତ୍ତୀ ଠିକଣା ସାଜିଛି କୋରାପୁଟ l ସୂଚନାନୁଯାୟୀ ତାଙ୍କର
ଖୁବଶୀଘ୍ର ବଦଳିବାକୁ ଯାଉଛି ରାଜଧାନୀ ଭୁବନେଶ୍ଵରର ନକ୍ସା l ଖୋର୍ଦ୍ଧା, ଜଟଣୀ ଓ ପିପିଲିକୁ ନେଇ ପ୍ରସ୍ତୁତ ହେଉଛି ଗ୍ରେଟର ଭୁବନେଶ୍ବରର ମାଷ୍ଟର ପ୍ଲାନ । ନୂଆ ସହରରେ ସାମିଲ ହେବ ୩୭୪ଟି ଗ୍ରାମ
WhatsApp us