
ରାତି ପାହିଲେ ଜାଗର l ଚଳଚଞ୍ଚଳ ହୋଇପଡିଛି ଶୈବପୀଠ l ତେବେ ଆରାଧ୍ୟ ଲିଙ୍ଗରାଜଙ୍କ ପୀଠରେ ମହାଶିବରାତ୍ରି ପାଳନ ଅବସରରେ ରାଜ୍ୟ ଅତିଥି ଭବନରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି l
କୃଷକମାନଙ୍କୁ ସମସ୍ତ ପ୍ରକାର ଆର୍ଥିକ ସହାୟତା ସହିତ କିପରି ସେମାନଙ୍କ କୃଷିଜାତ ଦ୍ରବ୍ୟର ସଠିକ ବଜାରୀକରଣ କରାଯାଇପାରିବ ସେଥିପାଇଁ ମୋହନ ସରକାର ଧ୍ୟାନ ଦେଉଛନ୍ତି l ସୂଚନାନୁଯାୟୀ ମାର୍ଚ୍ଚ ୩୧ ପରେ ମଣ୍ଡିରୁ ଆଉ
ଆଜି ରାଜ୍ୟରେ ମୃଦୁ ଭୂକମ୍ପ ସ୍ରୁଷ୍ଟି ହୋଇଥିବା ବେଳେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ କମ୍ପନ ସୃଷ୍ଟି ହୋଇଥିଲା l ଏହା ପୁରୀଠାରୁ ୨୮୬ କିମି ,ଭୂବନେଶ୍ବର ଠାରୁ ୨୯୭, ବ୍ରହ୍ମପୁରଠାରୁ ୩୯୪ କିମି ଦୂରରେ
WhatsApp us