
କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତର ଆଦିବାସୀ ମହିଳାମାନେ ସେମାନଙ୍କର ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ ଜର୍ମାନ କାମୋମାଇଲ ଫୁଲ ଚାଷ କରୁଛନ୍ତି। ବଜାରରେ ଏହାର ବିକ୍ରି ନିମନ୍ତେ ଓରମାସ ଏବଂ ସିଆଇମ୍ୟାପ୍ ପଦକ୍ଷେପ ନେବାକୁ

ଖୋର୍ଦ୍ଧା: ଖୋର୍ଦ୍ଧା, ଜଟଣୀ, ଝାରସୁଗୁଡ଼ା ଓ ବାରିପଦା ଆଦି ଓଡ଼ିଶାର ଚାରୋଟି ସହରରେ ଆରମ୍ଭ ହେଲା ପାଇଲଟ ପ୍ରୋଜେକ୍ଟ ‘ନକ୍ସା’। ଦେଶର ୧୫୨ ଟି ସହରରେ ଏ ଯୋଜନା ଆରମ୍ଭ ହୋଇଥିବା ବେଳେ ଓଡ଼ିଶାର
WhatsApp us