

ଗ୍ରାମ ରୋଜଗାର ସେବକ (ଜିଆର୍ଏସ୍) ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ଝଟକା ଲାଗିଛି। ଜିଆର୍ଏସ୍ ଚୟନ ପ୍ରସଙ୍ଗରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ନୂଆ ନିୟମାବଳୀ

ରାଜଧାନୀ ଭୁବନେଶ୍ଵରରେ ଗହଳି ରୋକିବା ପାଇଁ ଖୁବଶୀଘ୍ର ଜୟଦେବବିହାର ନନ୍ଦନକାନନ ଓଭରବ୍ରିଜ୍ ନିର୍ମାଣ ଆରମ୍ଭ ହେବା ସହ ଟେକିନିକାଲ କାର୍ଯ୍ୟ ଆରମ୍ଭ ହେବ ବୋଲି ପୂର୍ତ୍ତ ମନ୍ତ୍ରୀ ସୂଚନା ଦେଇଛନ୍ତି l ଜୟଦେବ ବିହାରରୁ
WhatsApp us