

ଭୁବନେଶ୍ବର: ଉତ୍କର୍ଷ ଓଡିଶା ସମ୍ମିଳନୀରେ ଆଦାନୀ କମ୍ପାନୀ ସହିତ ସ୍ୱାକ୍ଷରିତ ହୋଇଛି ବୃହତ୍ ଅର୍ଥନୈତିକ ଏମଓୟୁ ବୋଲି ସୂଚନା ଦେଇଛନ୍ତି ଶିଳ୍ପ ସଚିବ l ଏବେ ସୁଦ୍ଧା ଆଦାନୀ ଗ୍ରୁପ୍ ସର୍ବାଧିକ ୨.୨୮ ଲକ୍ଷ

ଭୁବନେଶ୍ବର: ଓଡିଶା ହେବ ପୂର୍ବ ଭାରତର ବିକଶିତ ରାଜ୍ୟ l ଦୂରହେବ ଆର୍ଥିକ ଓ ଶୈଳ୍ପିକ ସମସ୍ୟା l ଜନତା ମଇଦାନରେ ଚାଲିଥିବା ଉତ୍କର୍ଷ ଓଡିଶା ସମ୍ମିଳନୀରେ ରାଜ୍ଯରେ ୫୦ ହଜାର କୋଟି ନିବେଶ

ଭୁବନେଶ୍ବର ସ୍ଥିତ ଜନତା ମଇଦାନରେ ଚାଲିଛି ଉତ୍କର୍ଷ ଓଡ଼ିଶାର ଦ୍ଵିତୀୟ ଦିବସ କାର୍ଯ୍ୟକ୍ରମ l ଏହାର ଶୁଭ ଉଦଘାଟନ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କରିଛନ୍ତି l ଏହି ଅବସରରେ “ଖାଦ୍ୟ ପ୍ରକ୍ରିୟା
WhatsApp us