

ଆମେରିକା/ ନୂଆଦିଲ୍ଲୀ: ନିକଟରେ ଆମେରିକାର ରାଷ୍ଟ୍ରପତି ରୂପେ ପୁନର୍ବାର ନିର୍ବାଚିତ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ l ଶପଥ ଗ୍ରହଣ କରିବା ପରେ ଆରମ୍ଭ ହୋଇଛି କ୍ବାଡ ସମ୍ମିଳନୀ। ଭାରତ ପକ୍ଷରୁ ଏହି ସମ୍ମିଳନୀରେ ଯୋଗ

ଭୁବନେଶ୍ବର: ପ୍ରବାସୀ ଭାରତୀୟ ଦିବସ ପରେ ପୁଣି ପୁଞ୍ଜି ନିବେଶକଙ୍କୁ ନେଇ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି “ଉତ୍କର୍ଷ ଓଡିଶା” ସମ୍ମିଳନୀ l ଏହି ତିନିଦିନିଆ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ଭାରତର ପୂର୍ବ ଭାଗରେ ଅବସ୍ଥିତ ଓଡିଶା, ଯେଉଁ ରାଜ୍ଯରେ ଆଦିବାସୀ ସମ୍ପ୍ରଦାୟ ଏକ ଗୁରୁତ୍ୱପୂର୍ଣ୍ଣ ଜନସଂଖ୍ୟା ଅଟେ। ବଣ୍ଡା, କନ୍ଧ, ଡଙ୍ଗରିଆ, ସାନ୍ତାଳ, କୋଲ୍ହ ପରି ବିଭିନ୍ନ ଜନଜାତି ବର୍ଗଙ୍କୁ ନେଇ ଗଠିତ ଆମ
WhatsApp us