
ପୁରୀ: ଭକ୍ତିମୟ ପରିବେଶରେ ଚଳଚଞ୍ଚଳ ପୁରୀ l ମହାକାର୍ତ୍ତିକ ବ୍ରତର ଅନ୍ତିମ ପର୍ଯ୍ୟାୟରେ ପାଳନ ହେଉଛି ପଞ୍ଚୁକ ବ୍ରତ l ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସମାଗମ ହୋଇଅଛି ଫଳରେ ଶ୍ରୀମନ୍ଦିରରେ ଭିଡ଼ ଦେଖିବାକୁ ମିଳିଛି

ଭୁବନେଶ୍ବର: ଶ୍ରୀ ଅନ୍ନ ଖାଦ୍ୟ ଅଭିଯାନ କାର୍ଯ୍ଯକ୍ରମ ଯାହା ଭାରତରେ ମିଲେଟକୁ ପ୍ରୋତ୍ସାହିତ କରିବା ପାଇଁ ଏକ କାର୍ଯ୍ୟକ୍ରମ, ଉଭୟ ଭାରତ ସରକାର ଏବଂ ଓଡିଶା ସରକାର ଲୋକମାନଙ୍କୁ ପୁଷ୍ଟିକର ଖାଦ୍ୟ ଓ ଅନ୍ୟାନ୍ୟ
WhatsApp us