ଜାତୀୟ ପେନ୍ସନ୍ ସ୍କିମର ନୂଆ ନିର୍ଦ୍ଦେଶାବଳୀ: ୨୦ ବର୍ଷ ପରେ ସ୍ବେଚ୍ଛାକୃତ ଅବସର ନେଇପାରିବେ କର୍ମଚାରୀ October 27, 2024 10:56 pm ଜାତୀୟ ପେନ୍ସନ୍ ସ୍କିମ୍ (NPS) କୁ ନେଇ ଆସିଛି ବଡ ଖବର। ଲାଗୁ ହୋଇଥିବା ନିର୍ଦ୍ଦେଶାବଳୀରେ ଏହା ଉଲ୍ଲେଖ ଅଛି ଯେ କେନ୍ଦ୍ରୀୟ କର୍ମଚାରୀମାନେ ଏନପିଏସ ଅଧୀନରେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିପାରିବେ। ପେନସନ୍