

ଓଡ଼ିଆ ଜାତିର ଅନନ୍ୟ ପରିଚୟ ରୂପେ ଜଣାଯାଉଥିବା ଓଡ଼ିଆ ଚଳଚ୍ଚିତ୍ର ବହୁ ଦିନ ଧରି ଅବାଟରେ ମାଡି ଯାଇଥିବା ପରେ ଏବେ ପ୍ରାୟ ଦୁଇ ବର୍ଷ ଧରି ଏହା ପୁଣି ଥରେ ବାଟକୁ ଫେରୁଥିବା

ଭାରତୀୟ ଶିଳ୍ପ ଜଗତରେ ଅନେକ ଶିଳ୍ପପତି ନିଜର ସାମ୍ରାଜ୍ୟ ବିସ୍ତାର କରି ବିଶ୍ୱସ୍ତରରେ ଭାରତକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି I ମାତ୍ର ଆର୍ଥିକ କାରବାର ବ୍ୟତୀତ ଜନମଙ୍ଗଳ କାର୍ଯ୍ୟ ଦ୍ୱାରା ଅନେକ
WhatsApp us