

ରୁଷିଆରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରୁ ବିଦେଶ ଅଭିମୁଖେ ଯାତ୍ରା କରିଛନ୍ତି l ତେବେ ସୋସିଆଲ ମିଡିଆ ଏକ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନିଜର ଗସ୍ତ

ଚଳିତ କ୍ରିକେଟ ସିଜିନରେ ପୂର୍ବରୁ ଚାଲି ଆସୁଥିବା ଇମ୍ପାକ୍ଟ ପ୍ଲେୟାର’ ବ୍ୟବସ୍ଥାକୁ ରଦ୍ଦ କରିବାର ନିଷ୍ପତ୍ତି ବିସିସିଆଇ ପକ୍ଷରୁ ନିଆଯାଇଛି l ତେବେ ସୋମବାର ରାଜ୍ୟ କ୍ରିକେଟ ଆସୋସିଏସନକୁ ଜାତୀୟ କ୍ରିକେଟ ବୋର୍ଡ ସୂଚନା
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ଘନୀଭୂତ ହେବ।ଏହି ଲଘୁଚାପ କ୍ଷେତ୍ରଟି ଅଧିକ ଘନୀଭୂତ ହୋଇ କାଲି ଅବପାତର ରୂପ
WhatsApp us