ପାରା ଅଲିମ୍ପିକ୍ସ ର ପ୍ରଥମ ପର୍ଯ୍ୟାୟରେ ସ୍ୱର୍ଣ୍ଣ ଏବଂ ବ୍ରୋଞ୍ଜ ପଦକ ହାସଲ କଲା ଭାରତ August 31, 2024 6:44 pm ଆରମ୍ଭ ହୋଇଯାଇଛି ପ୍ୟାରିସ ପାରା ଅଲିମ୍ପିକ୍ସ ୨୦୨୪ ଏବଂ ଏଥିସହ ପ୍ରଥମ ପର୍ଯ୍ୟାୟ ରୁ ହିଁ ଭାରତ ତାର ଖାତା ଖୋଲିଥିବା ଦେଖିବାକୁ ମିଳିଛି। ପ୍ରଥମରୁ ହିଁ ଭାରତ ସ୍ୱର୍ଣ୍ଣ ପଦକ ଅକ୍ତିଆର କରିଥିବା