

ଗତକାଲି ଶେଷ ହୋଇଛି ପ୍ୟାରିସ ଅଲିମ୍ପିକ୍ସ। ଉଦଯାପାନୀ ସମାରୋହ ନେଇ ଧୁମଧାମ ଆୟୋଜନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ପଦକ ବିଜେତା ନିଜ ନିଜ ଦେଶର ଜାତୀୟ ପତାକା ଧରିଥିବା ଦେଖିବାକୁ ମିଳିଥିଲା ତେବେ

ରାଜ୍ୟର ବିଭିର୍ନ ସ୍ଥାନରେ ଅନୁପ୍ରବେଶକାରୀଙ୍କୁ ନେଇ ବଢୁଛି ଚିନ୍ତା। ଏକ ରିପୋର୍ଟ ରୁ ଜଣାପଡିଛି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ରହିଛନ୍ତି ୧ ଲକ୍ଷରୁ ଅଧିକ ଅନୁପ୍ରବେଶକାରୀ। ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଓଡିଶା ପାଇଁ ଆସିଲା ଖୁସି ଖବର। ଦେଶରେ ସର୍ବମୋଟା ୮ଟି ନୂଆ ରେଳ ପ୍ରକଳ୍ପ କୁ ମଞ୍ଜୁରୀ ଦେଇଛନ୍ତି କ୍ୟାବିନେଟ୍ କମିଟି ତେବେ ସୂଚନା ଥାଉ କି ୮ଟି ପ୍ରକଳ୍ପ ମଧ୍ୟରୁ ଓଡ଼ିଶା ପାଇଁ

ଆସିଯାଇଛି ସରକାରଙ୍କ ବଡ ଘୋଷଣା ଅଗଷ୍ଟ ୧୫ ତାରିଖରେ ଆସିବ ‘ସୁଭଦ୍ରା’ ଯୋଜନା ଏସ୍ଓପି ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏହି ଏସ୍ଓପି ମାଧ୍ୟମରେ କେଉଁମାନେ ଏହି ସୁଯୋଗ ପାଇଁ
WhatsApp us