ପ୍ୟାରିସ୍ ଅଲିମ୍ପିକ୍ସିରେ ଭାରତ ପାଇଁ ପ୍ରଥମ ପଦକ ଜିତିଲେ ମନୁ ଭାକର July 29, 2024 12:24 pm ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଜିତି ଇତିହାସ ରଚିଛନ୍ତି ଶୁଟର ମନୁ ଭାକର । ମହିଳା ସୁଟିଂରୁ ବିଭାଗରୁ ଥମ ପଦକ ଆଣିଛନ୍ତି ୨୨ ବର୍ଷିୟା ମନୁ ଭାକର । ୨୨