

ବଜେଟ୍ ଏବଂ ୟୁନିଅନ ବଜେଟ୍ କିଛି ଅଲଗା ନୁହେଁ , କେନ୍ଦ୍ରସରକାରଙ୍କ ଦ୍ୱାରା ଉପସ୍ଥାପିତ କରାଯାଉଥିବା ଏହି ବଜେଟ ସମଗ୍ର ଦେଶର ଅର୍ଥନୀତିକୁ ପ୍ରଭାବିତ କରୁଥିବାରୁ ଏହାକୁ ୟୁନିଅନ୍ ବଜେଟ୍ କୁହାଯାଇଥାଏ । ସରକାରଙ୍କ ଠୁ

ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍-୨୦୨୪-୨୫। ବଜେଟ୍ ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଏହି ବଜେଟ୍ ରେ କଣ ସବୁ ରହିଛି କେଉଁ ଜିନିଷ ସବୁ ମହଙ୍ଗା

ଆଜିର ବଜେଟ ସେସନ ରେ ରୋଜଗାର ଓ ନିଯୁକ୍ତିକୁ ନେଇ ଆସିଛି ବଡ ଖବର । ଏଣିକି ନିଯୁକ୍ତି ଯୋଗାଉଥିବା ସଂସ୍ଥାକୁ ମିଳିବ ସରକାରଙ୍କ ଆର୍ଥିକ ସହାୟତା । ଚଳିତ ବର୍ଷ ୨୦୨୪-୨୫ ବର୍ଷ

ବ୍ରହ୍ମପୁରର ସରକାରୀ ଆଇଟିଆଇରେ ଦକ୍ଷତା ପ୍ରଶିକ୍ଷଣର ସର୍ବୋତ୍ତମ ଉପଯୋଗ କରିଥିବା ୧୦୦ ଜଣ ମହିଳା ସଫଳ ବ୍ୟକ୍ତିତ୍ୱଙ୍କ ଉପରେ ଏକ ପୁସ୍ତକ ଶୁକ୍ରବାର ଉନ୍ମୋଚନ କରାଯାଇଚି । ଏହି ଅବସରରେ ଦକ୍ଷତା ବିକାଶ ଓ
WhatsApp us