ଖୋଲିଲା ବହୁ ପ୍ରତିକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର July 15, 2024 4:40 pm ୪୬ ବର୍ଷ ପରେ ଖୋଲିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର । ତାଲା ଭାଙ୍ଗି ଭିତରଭଣ୍ଡାରକୁ ପଶିଲେ ହାଇଲେବଲ୍ କମିଟି । ଷ୍ଟ୍ରଙ୍ଗରୁମକୁ ବାହାର ଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର । ରଥଯାତ୍ରା ପରେ ହେବ ଭିତର ଭଣ୍ଡାର