କାହିଁକି ଜଗନ୍ନାଥଙ୍କୁ ଜ୍ୱର ହୁଏ? July 13, 2024 11:06 am ‘ଗୀତ ଶ୍ରୀଜଗନ୍ନାଥ’ ପୁସ୍ତକରେ କୁହାଯାଇଛି – “ଅନ ଅବସର ଅସୁସ୍ଥ ଈଶ୍ୱର, ଭକତ ନୟନୁ ଅଶ୍ରୁ ଧାର ଧାର ” ଦେବସ୍ନାନ ପୂର୍ଣ୍ଣିମା ପରେ ପ୍ରଭୁ ଜଗନ୍ନାଥଙ୍କୁ ୧୫ଦିନ ଯାଏଁ ଜ୍ଵର ହୋଇଥାଏ ।