Explore

Search

January 14, 2026 1:08 am

କାହିଁକି ଲୋକ ପ୍ରିୟ ମହିନ୍ଦ୍ରା ଟ୍ରାକ୍ଟର ?

ଚାଷ ପାଇଁ ଟ୍ରାକ୍ଟରକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । କିନ୍ତୁ ଯେତେବେଳେ ଟ୍ରାକ୍ଟର କଥା ଆସେ, ମହିନ୍ଦ୍ରା ଟ୍ରାକ୍ଟର ସବୁଠାରୁ ପସନ୍ଦ ଯୋଗ୍ୟ । ଛୋଟରୁ ବଡ଼ ବଡ଼ ଶିଳ୍ପରେ ଆଜି ନିଜର ଏକ ପରିଚୟ ସୃଷ୍ଟି କରିଛି ମହିନ୍ଦ୍ରା ଟ୍ରାକ୍ଟର (mahindra tractors) । ଚାଷୀଙ୍କ ପଥମ ପସନ୍ଦ ମହିନ୍ଦ୍ରା ଟ୍ରାକ୍ଟର । ଚାଷ ପାଇଁ ଚାଷୀ ଏହି ଟ୍ରାକ୍ଟରକୁ ବହୁତ ଭରସା କରନ୍ତି । ଇନ୍ଧନ ସଞ୍ଚୟ କରେ, ଯାହା ଦ୍ଵାରା ଖର୍ଚ୍ଚ ହ୍ରାସ ପାଏ । ମହିନ୍ଦ୍ରା ଟ୍ରାକ୍ଟର ଚାଷ ଭୂମିରେ ଆଣିଛି ପରିବର୍ତ୍ତନ । ଚାଷୀଙ୍କ ବିଶ୍ୱାସ ଜିତି ପାରିଛି ମହିନ୍ଦ୍ରା ଟ୍ରାକ୍ଟର । ଏହାର ଦୃଢ଼ତା ଏବଂ ଦମଦାର ପ୍ରଦର୍ଶନ ଏହାକୁ ପ୍ରତ୍ୟେକ ଚାଷୀ ସାଥୀ କରିଛି। ମହିନ୍ଦ୍ରା ଟ୍ରାକ୍ଟରର ଇଞ୍ଜିନ ଗୁଡ଼ିକ ମଜବୁତ ଏବଂ ଦୃଢ଼ । ସହଜରେ ଭାରି ଉପକରଣ ଉଠାଇପାରେ ।

ଗତ 60 ବର୍ଷ ଧରି ଭାରତୀୟ କୃଷକମାନଙ୍କୁ ସେବା କରିଆସୁଛି । ମହିନ୍ଦ୍ରା ଟ୍ରାକ୍ଟର ଗୁଡ଼ିକ କମ୍ ଇନ୍ଧନରେ ଅଧିକ କାମ କରେ, ଯାହା ଚାଷୀମାନଙ୍କୁ ବହୁତ ଭଲ ଲାଭ ଦିଏ । ଏହା ବ୍ୟତୀତ, ସାରା ଦେଶରେ 1,000 ରୁ ଅଧିକ ସର୍ଭିସ ସେଣ୍ଚର ଅଛି, ଯାହା ଯୋଗୁଁ ଚାଷୀମାନେ କେବେବି କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ । ମହିନ୍ଦ୍ରା ଟ୍ରାକ୍ଟରରେ ଉତ୍କୃଷ୍ଟ କୁଲିଂ ସିଷ୍ଟମ ଏବଂ ଆରାମଦାୟକ ସିଟ୍ ମଧ୍ଯ ଥାଏ । ପ୍ରକାଶ ଥାଉ ଯେ, ମହିନ୍ଦ୍ରା ଟ୍ରାକ୍ଟର (mahindra tractors) ଚାଷୀଙ୍କ ବିଶ୍ୱାସକୁ ଆହୁରି ଦୃଢ଼ କରେ । ମହିନ୍ଦ୍ରା ଟ୍ରାକ୍ଟର ଚାଷ ଭୂମିରେ ଆଣିଛି ପରିବର୍ତ୍ତନ । ଆଜି ଦେଶ ଏବଂ ଦେଶ ବାହାରେ ମଧ୍ୟ ନିଜ ନାଁ କୁ ବହୁତ ଉଚ୍ଚ ସ୍ଥାନରେ ରଖିଛି ମହିନ୍ଦ୍ରା ଟ୍ରାକ୍ଟର।

ଏହାର ଇଞ୍ଜିନ୍ ଓଜା 3140 ଟ୍ରାକ୍ଟରର ଇଞ୍ଜିନ୍ ଶକ୍ତି 29.5 କିଲୋୱାଟ୍ । ଏହା ଏକ ଶକ୍ତିଶାଳୀ ଇଞ୍ଜିନ ଯାହା ଆପଣଙ୍କର ସମସ୍ତ କାର୍ଯ୍ୟକୁ ସହଜରେ ସମ୍ପାଦନ କରିପାରିବ। ଏହାର ଅଧିକତମ ଟର୍କ୍ 133 ନ୍ୟୁଟନ୍ ମିଟର୍ ଅଟେ। ଏହା ଆପଣଙ୍କୁ ଗଭୀର ଚାଷ ଏବଂ ଭାରି କାମ କରିବାରେ ସାହାଯ୍ୟ କରିବ । ଏହାର ପିଟିଓ ଶକ୍ତି ୨୬ କିଲୋୱାଟ୍ (34.8 ଘଣ୍ଟାଶକ୍ତି) ଏବଂ ଏହା ୨୫୦୦ ରେଭଲ୍ୟୁସନ୍ ପ୍ରତି ମିନିଟରେ ଚାଲେ। ଏହା ପୁଣି ଏକ ସୁବିଧାଜନକ ଗିଅର୍ ସିଷ୍ଟମରେ କାର୍ଯ୍ୟ କରେ । ଏଥିରେ ୧୨ ଟି ଫରୱାର୍ଡ ଏବଂ ୧୨ ଟି ରିଭର୍ସ ଗିଅର୍ ରହିଛି । ଯାହା ଚାଷ ଜମିରେ ଦ୍ରୁତ ଏବଂ ସୁବିଧାଜନକ ଭାବେ କାମ କରିପାରିବେ। ପ୍ରତ୍ୟେକ ଥର ଆପଣ ଟର୍ଣ୍ଣ କରିବା ବେଳେ ଏହା ୧୫ ରୁ ୨୦% ସମୟ ବଞ୍ଚାଇଥାଏ। ଏଥିରେ କେବଳ ୩ ଟି ଇଞ୍ଜିନ ସିଲିଣ୍ଡର୍ ରହିଛି ଯାହା ଇନ୍ଧନକୁ ବଞ୍ଚିତ କରେ ଅଧିକ ଖର୍ଚ୍ଚ ହେବାରୁ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score