Explore

Search

March 1, 2026 11:44 am

ଓ୍ବାଙ୍ଖଡ଼େରେ ସ୍ଥାନ ପାଇଲେ ରୋହିତ ଶର୍ମା

ଓ୍ବାଙ୍ଖଡ଼େରେ ଉଦଘାଟନ ହେଲା ରୋହିତ ଶର୍ମା ଷ୍ଟାଣ୍ଡ୍। ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍, ମୁମ୍ବାଇ କ୍ରିକେଟ୍ ଆସୋସିଏସନର ଅଧିକାରୀ ଏବଂ ରୋହିତ ଶର୍ମା ନିଜେ ଉପସ୍ଥିତ ଥିଲେ। କ୍ରିକେଟ ଜଗତରେ ଅଭୂତପୂର୍ବ ଅବଦାନ ପାଇଁ ରୋହିତଙ୍କୁ ଏମସିଏ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଉଛି। ସୂଚନାଯୋଗ୍ୟ ଯେ, ରୋହିତ କ୍ରିକେଟ ଜଗତରେ ଅତୁଳନୀୟ ଅବଦାନ ଓ ବିଶେଷକରି ମୁମ୍ବାଇର ତାରକା ହୋଇଥିବା ହେତୁ ତାଙ୍କୁ ଏହି ସମ୍ମାନ ମିଳିଛି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score