Explore

Search

April 17, 2025 1:53 am

Genres

ରାଜ୍ଯରେ ହେବ ଶକ୍ତିପୀଠ କରିଡର: ପ୍ରଭାତୀ ପରିଡ଼ା

ଆଗାମୀ ୨ବର୍ଷ ମଧ୍ୟରେ ଶକ୍ତିପୀଠ କରିଡ଼ର । ଯାହା ଗଞ୍ଜାମ ଜିଲ୍ଲାର ଆରାଧ୍ୟା ତାରାତାରିଣୀଙ୍କ ଠାରୁ ଆରମ୍ଭ କରି ଭୈରବୀ, ତାରିଣୀ, ବିରଜା, ଉଗ୍ରତାରା, କାଳିଜାଇ, ମଙ୍ଗଳା, ଭଗବତୀ ଶକ୍ତିପୀଠରେ ସାମିଲ ହେବେ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ମିଳିଛି l ଅନ୍ୟପକ୍ଷରେ ଚଳିତ ମାସ ଶେଷ ସୁଦ୍ଧା ପୁରୀରେ ଶ୍ରୀଜିଉଙ୍କ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବ l ସପ୍ତାହେ ମଧ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟି ବସି ହୁଣ୍ଡି ଉଠାଇବା ନିଷ୍ପତ୍ତି ଅନୁମୋଦିତ ହେବ ଓ ଏନେଇ ପ୍ରସ୍ତାବ ଓ ସରକାରଙ୍କ ଅନୁମତି ପରେ ହୁଣ୍ଡି ସିଫ୍ଟ ହେବ l ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ଦେଇଛନ୍ତି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score