Explore

Search

July 2, 2025 4:28 am

Genres

ବ୍ରହ୍ମପୁରରୁ ଶୁଭାରମ୍ଭ ହେଲା “ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା”

ବ୍ରହ୍ମପୁରରୁ ଶୁଭାରମ୍ଭ ହେଲା "ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା"

ରାଜ୍ଯରେ ବରିଷ୍ଠ ନାଗରିକମାନଙ୍କୁ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ପ୍ରଦାନ କରିବା ନିମନ୍ତେ ଓଡିଶା ସରକାରଙ୍କ ପକ୍ଷରୁ ବ୍ରହ୍ମପୁର ରେଳ ଷ୍ଟେସନ ଠାରେ ଶୁଭାରମ୍ଭ ହୋଇଛି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା l ଯାହାର ଶୁଭ ଉଦଘାଟନ କରିଛନ୍ତି ଓଡିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା l

୨୦୨୪-୨୫ ବର୍ଷ ପାଇଁ ଷଷ୍ଠ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ବ୍ରହ୍ମପୁରରୁ ପତାକା ଦେଖାଇ ଯାତ୍ରା ଆରମ୍ଭ କରାଯାଇଥିଲା l ଏସକର୍ଟ ଅଧିକାରୀଙ୍କ ସହ ପାଞ୍ଚଟି ଜିଲ୍ଲାର ୮୦୦ ବରିଷ୍ଠ ନାଗରିକ ଅଯୋଧ୍ୟା ଏବଂ ବାରାଣାସୀର ତୀର୍ଥଯାତ୍ରୀ କେନ୍ଦ୍ରକୁ ଯାତ୍ରା କରୁଥିବା ଟ୍ରେନରେ ଚଢି ଥିଲେ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score