ଓଡ଼ିଶାରେ ଅନ୍ୟାନ୍ୟ ପଛୁଆ ବର୍ଗ ବିଦ୍ୟାର୍ଥୀଙ୍କୁ ମିଳିବ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ l ଶିକ୍ଷାନୁଷ୍ଠାନରେ ନାମ ଲେଖାରେ ଏସ୍.ସି.ବି.ସି ବର୍ଗଙ୍କୁ ମିଳିବ ସଂରକ୍ଷଣ l ଉଚ୍ଚଶିକ୍ଷାରେ ଏସ୍.ସି.ବି.ସିଙ୍କ ପାଇଁ ସଂରକ୍ଷଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ଓ କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସବୁ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଚିଠି ମଧ୍ଯ କରାଯାଇଛି l ନାଁ ଲେଖାରେ ଏସ୍ ସି ପାଇଁ ୧୬.୨୫%, ଏସ୍ ଟି ପାଇଁ ୨୨.୫% ସଂରକ୍ଷଣ,ଏସ୍.ସି.ବି.ସି ପାଇଁ ପାଇଁ ୧୧.୨୫% , ଦିବ୍ୟାଙ୍ଗଙ୍କ ୫% ସଂରକ୍ଷଣ ଓ ପୂର୍ବତନ ସେନା ପରିବାର ପାଇଁ ୧% ସିଟ୍ ସଂରକ୍ଷିତ ରହିବ l ଯାହା ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ଲାଗୁ କରିବାକୁ ନିର୍ଦ୍ଦେଶ ମିଳିଛି l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |