Explore

Search

June 2, 2025 2:17 pm

Genres

ଦେବାଳୟ ଯାଇ ଅଞ୍ଚଳବାସୀଙ୍କ ଶୁଭ ମନାସିଲେ ବିଧାୟକ

ସମଗ୍ର ଗଞ୍ଜାମ ଜିଲ୍ଲା ଶୀତଳଷଷ୍ଠୀ ପର୍ବ ପାଇଁ ଉତ୍ସବମୁଖର l ଏହି ଅବସରରେ ଛତ୍ରପୁର ଜିଲ୍ଲାର ମାନ୍ୟବର ବିଧାୟକ ବିଭିନ୍ନ ଦେବାଳୟ ବୁଲି ଆଶୀର୍ବାଦ କାମନା କରିଛନ୍ତି l ସୂଚନା ଅନୁଯାୟୀ ବିଶେଶ୍ବର ମନ୍ଦିର,ବାଟ ଛତ୍ରପୁରସ୍ଥିତ ସ୍ଵପ୍ନେଶ୍ଵର ମନ୍ଦିର,ବାବା ବିରେସ୍ଵର ମନ୍ଦିର ଛତ୍ରପୁର,ରମ୍ଭା, ଓ ୧୦୮ ହନୁମାନ ଚାଳିଶା ପୂଜା କାର୍ଯ୍ୟକ୍ରମ ରେ ଯୋଗଦେଇ ଅଞ୍ଚଳବାସୀଙ୍କ ଶୁଭମନାସୀଛନ୍ତି ଏହି ଯୁବ ବିଧାୟକ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score