ଆଗକୁ ଆସୁଛି କାର୍ତ୍ତିକ ମାସ l ଏହି ଅବସରରେ ପୁରୀ ହବିଶ୍ୟାଳି ଶିବିର ପାଇଁ ପଞ୍ଜିକରଣ ଆରମ୍ଭ ହୋଇଯାଇଛି l ଓଡିଶା ସରକାରଙ୍କ ପକ୍ଷରୁ –http://edistrict.odisha.gov.in ରେ ପଞ୍ଜିକରଣ କରିବେ ଶ୍ରଦ୍ଧାଳୁ l ପ୍ରଥମ ଥର ଆବେଦନ କରୁଥିଲେ ଦିଆଯିବ ଅଗ୍ରାଧିକାର l ସ୍ଲଟ୍ ଥିବା ପର୍ଯ୍ୟନ୍ତ ଅର୍ଥାତ୍ ୨୫୦୦ ହବିଶ୍ୟାଳି ପଞ୍ଜିକରଣ ହେବା ପର୍ଯ୍ୟନ୍ତ ହିଁ ଆକ୍ଟିଭ୍ ରହିବ ଆବେଦନ ଲିଙ୍କ l ଗତବର୍ଷ ଭଳି ନିଶୁଳ୍କ ରହଣି ସହ ମହାପ୍ରସାଦ ସେବନ ଓ ସ୍ଵତନ୍ତ୍ର ଜଗନ୍ନାଥ ଦର୍ଶନ ସୁବିଧା ପାଇବେ ହାବିଶ୍ୟାଳି l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
Post Views: 50