ଓଡ଼ିଶାର ସଂସ୍କୃତି ଅନନ୍ୟ l ଏହାର ପ୍ରତି କୋଣଅନୁକୋଣରେ ରହିଛି ଲୋକକଳା ଓ ଲୋକସଂସ୍କୃତିର ଛିଟା l ତେବେ ରାଜ୍ଯସରକାରଙ୍କ ପକ୍ଷରୁ ଆଜି ଓଡ଼ିଆ ପକ୍ଷରେ ଜିଲ୍ଲାର ପ୍ରତିଟି ବ୍ଲକରେ ସ୍ଥାନୀୟ ଲୋକକଳା ଏବଂ ଲୋକସଂସ୍କୃତିକୁ ବଜାୟ ରଖିବା ପାଇଁ ଆଜିର ଦିନଟିକୁ “ଲୋକକଳା ପାଇଁ ଦିନଟିଏ” ଭାବରେ ପାଳନ କରାଯାଉଛି । ସମସ୍ତେ ଏକାଠି ହୋଇ ଆମ ପରମ୍ପରା, ଆମ ସଂସ୍କୃତି ଓ ଆମ ଲୋକକଳା ପାଇଁ ଏହି ଦିନଟିକୁ ଉତ୍ସର୍ଗ କରିବାକୁ ରାଜ୍ୟ ସରକାର ଅପିଲ କରିଛନ୍ତି l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
Post Views: 10