Explore

Search

October 15, 2025 10:30 am

Genres

ଆଜି ପାଳନ ହେଉଛି ବନ୍ଦନୀୟ ବରପୁତ୍ର

ରାଜ୍ଯରେ ଚାଲିଥିବା ‘ଓଡ଼ିଆ ପକ୍ଷ – ୨୦୨୫‘ ର ଦ୍ୱାଦଶ ଦିବସ ଅର୍ଥାତ ଆଜିର ଦିନକୁ ଆମ ମାଟି, କଳା, ସଂସ୍କୃତି, ପରମ୍ପରା, ଇତିହାସ ତଥା ରାଜ୍ୟର ସ୍ୱାଭିମାନ ସହିତ ଜଡ଼ିତ ପ୍ରତ୍ୟେକ କ୍ଷେତ୍ରରେ ଅବଦାନ ରଖିଥିବା ବରପୁତ୍ରମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଛି। ଆଜି ରାଜ୍ୟର ପ୍ରତ୍ୟେକ ଜିଲ୍ଲା ପ୍ରଶାସନ ଦ୍ୱାରା ଆମ ବରପୁତ୍ରମାନଙ୍କ ଉପରେ ଆଲୋଚନା ଚକ୍ର ଆୟୋଜିତ ହେଉଛି । ଆସନ୍ତୁ ଏଥିରେ ଭାଗ ନେଇ, ଆମ ବନ୍ଦନୀୟ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସେମାନଙ୍କ ମହାନତା ବିଷୟରେ ବିଭିନ୍ନ ସ୍ଥାନରେ ଆଲୋକପାତ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score