Explore

Search

April 14, 2025 3:40 am

Genres

ଆଜି ଓଡିଆ ପକ୍ଷରେ ବହି ପାଇଁ ଦିନଟିଏ

ଆଜି ଓଡ଼ିଆ ପକ୍ଷ – ୨୦୨୫ର ନବମ ଦିନରେ ଓଡିଶା ସରକାରଙ୍କ ପକ୍ଷରୁ ଆମ ରାଜ୍ୟର ସାହିତ୍ୟ ଓ ସାରସ୍ୱତ ଜଗତ ପାଇଁ ନିଜକୁ ଟିକେ ଉତ୍ସର୍ଗୀକୃତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ନିକଟରେ ଆଗ୍ରହ ପ୍ରକାଶ କରିଛନ୍ତି । ଆଜିର ଦିନରେ ଓଡ଼ିଆ, ସମ୍ବଲପୁରୀ, ଦେଶିଆ ବା ଅନ୍ୟ କୌଣସି ବି ଓଡ଼ିଶାର ଭାଷାରେ ଲିଖିତ ବହିଟିଏ ନିଶ୍ଚୟ କିଣିବା, ପଢ଼ିବା ଓ ଅନ୍ୟମାନଙ୍କୁ ଉପହାର ଦେବା ପାଇଁ ନିବେଦନ କରିବା ସହିତ ଆମ ଯୁଗସ୍ରଷ୍ଟା ସାରସ୍ୱତ ସାଧକମାନଙ୍କୁ ସ୍ମରଣ କରି ଆମ ସାହିତ୍ୟ ଜଗତକୁ ଆହୁରି ସମୃଦ୍ଧ ଓ ପ୍ରସାରିତ କରିବାର ସଂକଳ୍ପ ନେବାକୁ ଅନୁରୋଧ କରିଛନ୍ତି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score