Explore

Search

April 18, 2025 4:13 am

Genres

ଆଜି ଓଡ଼ିଆ ପକ୍ଷ ଅବସରରେ ରକ୍ତଦାନ ଦିବସ

“ରକ୍ତଦାନ ମହତ୍ ଦାନ” l ଏହି ପଦକୁ ଆମେ ବହୁବାର ପଢିଛୁ ଏବଂ ବିଭିନ୍ନ ସମୟରେ ଆବଶ୍ୟକ ସ୍ଥଳେ ରକ୍ତଦାନ ମଧ୍ଯ କରିଛୁ l ତେବେ ଓଡ଼ିଆ ପକ୍ଷ ୨୦୨୫ ଅବସରରେ  ପାଳନ ଅବସରରେ ରାଜ୍ୟ ସରକାରଙ୍କ ତରଫରୁ ସାରା ରାଜ୍ୟରେ ” ରକ୍ତଦାନ ଦିବସ” ଆୟୋଜିତ ହେଉଛି। ରକ୍ତଦାନ ଭଳି ମହତ୍ କାର୍ଯ୍ୟ ଲାଗି ଲୋକମାନଙ୍କୁ ସଚେତନ କରିବା ସହ ସ୍ଵେଚ୍ଛାକୃତ ରକ୍ତଦାନ କରି ମୂଲ୍ୟବାନ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ଲୋକଙ୍କୁ ସଚେତନତା କରାଯାଉଛି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score