ରାଜ୍ଯରେ ଚାଲିଥିବା ‘ଓଡ଼ିଆ ପକ୍ଷ – ୨୦୨୫’ ପାଳନ ଅବସରରେ ଆଜି ସାରା ଓଡିଶାରେ “ଯୁବ ଲେଖକ ସମ୍ମିଳନୀ” ଆୟୋଜିତ ହେଉଛି। ଏହି ଅଭିଯାନରେ ସାମିଲ ହୋଇ ଯୁବ ଲେଖକମାନଙ୍କୁ ସମ୍ମାନିତ କରିବା ସହ ଓଡ଼ିଆ ଭାଷାରେ ଭଲ କାହାଣୀ, ଭଲ ନାଟକ ଓ ଭଲ କବିତା ଲେଖିବାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ଯସରକାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପ୍ରତିଯୋଗିତା, ସାରସ୍ଵତ କାର୍ଯ୍ୟକ୍ରମ ଆଦି ଆୟୋଜନ କରି ଯୁବମାନଙ୍କୁ ନିଜର ମାତୃଭାଷା ପାଇଁ ଉତ୍ସାହିତ କରୁଛନ୍ତି l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
Post Views: 19