Explore

Search

January 15, 2026 12:01 am

ଆଉ ରୋଗୀ ଧରିବେନି ପ୍ରେସକ୍ରିପସନ୍ – ଲାଗୁହେବ ନେସନାଲ ଡିଜିଟାଲ ହେଲଥ ମିଶନ

abha card odisha

ରୋଗୀମାନେ ପୂର୍ବପରି ଆଉ ମାଳ ମାଳ ପ୍ରେସକ୍ରିପସନ ଧରିକି ରୋଗୀ ବୁଲିବେ ନାହିଁ । ଗୋଟିଏ ଆକାଉଣ୍ଟରେ ରହିବ ରୋଗୀଙ୍କ ସମସ୍ତ ପୂର୍ବ ଡାଟା । ଖୁବଶୀଘ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ନେସନାଲ ଡିଜିଟାଲ ହେଲଥ ମିଶନ। ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୁପକ୍ଷଙ୍କ ଅଧୀନରେ ରହିବ ଏହି କାର୍ଡ।ପପୁଲେସନ ଅନୁଯାୟୀ,   ABHA (Ayushman Bharat Health Account) ଆକାଉଣ୍ଟ ପାଇଁ ସମସ୍ତେ ପଞ୍ଜୀକରଣ କରିପାରିବେ  । କ୍ୟୁଆର କୋଡ୍ ସ୍କାନ କଲେ ପୂର୍ବ ରୋଗ ସମ୍ବଧୀୟ ସବୁ ଡାଟା ପାଇହେବ ।  ନ୍ୟାସନାଲ ଡିଜିଟାଲ ହେଲଥ ମିଶନ ଅନୁସାରେ ଏହା ପାଇହେବ ।  ଅନଲାଇନରେ ଆବେଦନ କରିହେବ କାର୍ଡ ।  ଆୟୁଷ୍ମାନ ଭାରତ ସହିତ ମିଳିବ ଏହି କାର୍ଡ ।  ଫେବୃଆରୀ ପୂର୍ବରୁ କାର୍ଡ ଦିଆଯିବାକୁ ସରକାର ଯୋଜନା କରୁଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। 

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score