Explore

Search

January 13, 2026 2:26 pm

ସଲମାନଙ୍କୁ ପଛରେ ପକାଇ ଟପ୍ ୱାନ୍‌ରେ ଟ୍ରେଣ୍ଡିଂ କରୁଛି ସନ୍ନି ଦେଓଲଙ୍କ ‘ଜାଟ୍‌’

ସଲମାନଙ୍କୁ ପଛରେ ପକାଇ ଟପ୍ ୱାନ୍‌ରେ ଟ୍ରେଣ୍ଡିଂ କରୁଛି ସନ୍ନି ଦେଓଲଙ୍କ 'ଜାଟ୍‌'

ବଲିଉଡ୍ ଜଗତରେ ବର୍ତ୍ତମାନ ଚର୍ଚ୍ଚିତ ଜାଟ୍‌ l ଏହା ହେଉଛି ଏକ ଆକ୍ସନ୍-ପ୍ୟାକ୍ ଫିଲ୍ମ, ଯେଉଁଥିରେ ସନ୍ନି ଦେଓଲ୍ ତାଙ୍କର ‘ଢାଇ କିଲୋ କା ହାଥ୍’ର କରାମତି ଦେଖାଉଥିବାର ନଜର ଆସିଛନ୍ତି। ସୋମବାର ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରର ଟ୍ରେଲର୍‌ ୧୫ ମିଲିୟନରୁ ଅଧିକ ଭିୟୁ ପାଇସାରିଛି ଓ ଶୀର୍ଷ ଟ୍ରେଣ୍ଡିଂ ତାଲିକାରେ ପ୍ରଥମ ସ୍ଥାନରେ ରହିଛି।
ଜାଟ୍‌’ରେ ସନି ଦେଓଲ, ରଣଦୀପ ହୁଡା, ଜଗପତି ବାବୁ ଏବଂ ଭିନୀତ କୁମାର ସିଂହ ମୁଖ୍ୟ ଭୂମିକାରେ ଅଛନ୍ତି। ‘ଜାଟ୍‌’ର ଟ୍ରେଲର୍‌ ଲଞ୍ଚ୍‌ ଇଭେଣ୍ଟ୍‌ ମୁମ୍ବାଇ ଏବଂ ଜୟପୁରରେ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ‘ଜାଟ୍‌’ ବକ୍ସ ଅଫିସରେ ଧୂମ୍‌ ମଚାଇବ ବୋଲି ସୂଚିତ କରାଯାଇଥିଲା।’ ସେ ଟ୍ରେଲର୍‌ରେ ସୂଚାଇ ଦେଇଛନ୍ତି ଯେ ଏଥର ହାତ ଉତ୍ତର ସହିତ ଦକ୍ଷିଣରେ ମଧ୍ୟ ସ୍ୱର ଉଠାଇବ। ଏହି ଫିଲ୍ମରେ ରଣଦୀପ ହୁଡା ରାଣାତୁଙ୍ଗା ଖଳନାୟକର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score