Explore

Search

February 28, 2026 6:50 pm

ରାଜା ରାମମୋହନ ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ

ଭାରତୀୟ ସମାଜ ମଙ୍ଗଳ ଆନ୍ଦୋଳନରେ ଜଣେ ମହାନ ପୁରୋଧା ହେଉଛନ୍ତି ରାଜା ରାମମୋହନ ରାୟ l ତତ୍କାଳୀନ ଭାରତରେ ଜାତିପ୍ରଥା , ଅସ୍ପୃଶ୍ଯତା, ବାଲ୍ଯବିବାହ ଓ ସତୀଦାହ ପ୍ରଥା ଉଚ୍ଛେଦ ବିରୋଧରେ ସ୍ଵର ଉତ୍ତୋଳନ କରି ଯେଉଁ ନୂଆ ପନ୍ଥା ଦେଖାଇ ଥିଲେ ଏହି କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ଆଜି ମହାନ ସମାଜ ସଂସ୍କାରକ ରାଜା ରାମମୋହନ ରାୟଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଛତ୍ରପୁର ନିର୍ବାଚନ ମଣ୍ଡଳୀର ଜନତାଙ୍କ ବିଧାୟକ କୃଷ୍ଣଚନ୍ଦ୍ର ନାୟକ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score