Explore

Search

February 15, 2025 9:27 am

Genres

ନୌସେନାରେ ସାମିଲ ହେଲା ତିନି ଯୁଦ୍ଧ ଜାହାଜ

PM Modi commissions INS Surat, INS Nilgiri and INS Vaghsheer

ଭାରତୀୟ ନୌସେନାରେ ହେଲା ୩ ଯୁଦ୍ଧ ଜାହାଜ l ଯାହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ଭାରତର ପ୍ରଧାନମନ୍ତ୍ରୀ ମୋଦି l ଏହାର ଲୋକାର୍ପଣ ଅବସରରେ “ନୌସେନା ପାଇଁ ଆଜିର ଦିନ ଐତିହାସିକ ଅଟେ l ନିଜ ଦେଶ ପାଇଁ ଜୀବନକୁ ସମର୍ପିତ କରିଥିବା ଯବାନଙ୍କୁ ସଲାମ ଜଣାଇବା ସହ ୩ ଯୁଦ୍ଧ ଜାହାଜ ଭାରତ ନିର୍ମିତ, ଏହା ଗୌରବର କଥା l ଯାହାଦ୍ୱାରା ସେନା, ଶ୍ରମିକ ଓ କର୍ମଚାରୀଙ୍କ ପାଇଁ ଏହା ସଫଳ ହୋଇଛି ଏବଂ ୩ ଯୁଦ୍ଧ ଜାହାଜ ଆତ୍ମନିର୍ଭର ଭାରତର ବିଶ୍ବାସ ବଢ଼ାଇବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ l

ମୁମ୍ବାଇ ଡକୟାର୍ଡରେ ଯୁଦ୍ଧ ଜାହାଜ ଓ ବୁଡ଼ାଜାହାଜ ସାମିଲ ହୋଇଛି l ଆଇଏନଏସ ସୁରତ, ନୀଲଗିରି ଓ  ବାଗସିର ସାମିଲ ହୋଇଛି l ଆଇଏନଏସ ବାଗସିର ପି ୭୫ ସ୍କୋର୍ପିଅନ ପ୍ରକଳ୍ପ ବୁଡ଼ାଜାହାଜ ରୂପେ କାର୍ଯ୍ୟକରିବ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score