ରାଜଧାନୀରେ ଯାତାୟତକୁ ସୁଗମ କରିବା ପାଇଁ ଚାଲିଥିବା ମେଟ୍ରୋ ରେଳ ପ୍ରକଳ୍ପର ନୂଆ ରୁଟ ଆସିବାକୁ ଯାଉଛି l ତ୍ରିଶୁଳିଆ ପରିବର୍ତ୍ତେ କଟକ ବସ୍ଷ୍ଟାଣ୍ଡ ଯାଏ ହେବ ସମ୍ପ୍ରସାରଣ l ଭୁବନେଶ୍ୱର ବିମାନ ବନ୍ଦରରୁ କଟକ ବସ୍ଷ୍ଟାଣ୍ଡ ଯାଏ ପ୍ଲାନିଂ l କଟକ ବସ୍ଷ୍ଟାଣ୍ଡ କିମ୍ବା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ ଯାଏ ସମ୍ପ୍ରସାରିତ ହୋଇପାରେ l ଏନେଇ ନୂଆ କମିଟି ଗଠନ କରାଯାଇ ଚାଲିଛି ଅନୁଧ୍ୟାନ ଖୁବଶୀଘ୍ର ମେଟ୍ରୋ ପ୍ରକଳ୍ପ ପାଇଁ ଆସିବ ନୂଆ ଡିପିଆର l କେବଳ ରାଜ୍ୟ ନୁହେଁ କେନ୍ଦ୍ରର ମଧ୍ୟ ସହଯୋଗ ରହିବ ବୋଲି ସୂଚନା ମିଳିଛି l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
Post Views: 38