ପ୍ରଗତିର ସ୍ରୋତରେ ପ୍ରତି ଗାଁକୁ ଯୋଡ଼ିବ “ବିକଶିତ ଗାଁ ବିକଶିତ ଓଡ଼ିଶା” February 8, 2025 1:10 pm ଗାଁ ଗୁଡ଼ିକର ହେବ ବିକାଶ, ଲୋକଙ୍କ ଜୀବନଧାରଣର ମାନ ବୃଦ୍ଧି ହେବା ସହିତ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ‘ବିକଶିତ ଗାଁ ବିକଶିତ ଓଡ଼ିଶ’ ପାଇଁ ମାର୍ଗଦର୍ଶିକା ଜାରି