ପ୍ୟାରିସ ଅଲିମ୍ପିକ୍ସ ରେ ଶ୍ରୀଜା ଅକୁଲା ଙ୍କ ଦମଦାର କମ୍ବ୍ୟାକ୍ August 1, 2024 1:19 pm ଚଳିତ ପ୍ୟାରିସ ଅଲିମ୍ପିକ୍ସ ରେ ଭାରତର ଟେବୁଲ୍ ଟେନିସ୍ ତାରକା ଶ୍ରୀଜା ଅକୁଲା ସିଙ୍ଗାପୁରର ଜେଙ୍ଗ୍ ଜିୟାନଙ୍କୁ 4-2ରେ ହରାଇ ଦମଦାର କମ୍ବ୍ୟାକ୍ ଦେଖାଇଛନ୍ତି । ଏହି ବିଜୟ ସହ ପ୍ରି-କ୍ବାର୍ଟର ଫାଇନାଲରେ ପ୍ରବେଶ