ସଲମାନଙ୍କୁ ପଛରେ ପକାଇ ଟପ୍ ୱାନ୍ରେ ଟ୍ରେଣ୍ଡିଂ କରୁଛି ସନ୍ନି ଦେଓଲଙ୍କ ‘ଜାଟ୍’ March 26, 2025 6:36 pm ବଲିଉଡ୍ ଜଗତରେ ବର୍ତ୍ତମାନ ଚର୍ଚ୍ଚିତ ଜାଟ୍ l ଏହା ହେଉଛି ଏକ ଆକ୍ସନ୍-ପ୍ୟାକ୍ ଫିଲ୍ମ, ଯେଉଁଥିରେ ସନ୍ନି ଦେଓଲ୍ ତାଙ୍କର ‘ଢାଇ କିଲୋ କା ହାଥ୍’ର କରାମତି ଦେଖାଉଥିବାର ନଜର ଆସିଛନ୍ତି। ସୋମବାର ମୁକ୍ତିଲାଭ