ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କୁ ରୌପ୍ୟ August 9, 2024 6:54 pm ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଖାତାରେ ଯୋଡିହୋଇଛି ଆଉ ଏକ ପଦକ ଏଥି ସହ ଚଳିତ ଅଲିମ୍ପିକ୍ସରେ ଭାରତକୁ ମିଳିଛି ମୋଟ ୫ଟି ପଦକ, ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ରୌପ୍ୟ ଜିତି ଇତିହାସ